https://kanaknews.com/jajpurs-helpless-women/
ହାତ ଧରି ଯିଏ ଶିଖାଇଥିଲା ବାଟ, ଆଜି ସିଏ ହୋଇଗଲା ସନ୍ତାନ ପାଇଁ ପର…ସ୍ୱାର୍ଥ ଆଗରେ ତୁଚ୍ଛ ହେଲା ସଂପର୍କ…ମାଆକୁ ବୋଝ କହି ଗାଁ ଦାଣ୍ଡରେ ଛାଡି ଚାଲିଗଲା ପୁଅ, ଅସହାୟ ବୃଦ୍ଧାଙ୍କୁ ଏବେ ପଡୋଶୀ ସାହା